କଟକ: ବାରବାଟୀରେ ଚାଲିଥିବା ଦିନିକିଆ ମ୍ୟାଚରେ ରୋହିତ ଶର୍ମା ୧୧୦ ରନ କରିଛନ୍ତି। ସେ ଶତକ କରି ନିଜ ଫର୍ମକୁ ଫେରିଛନ୍ତି। ଓଡିଆଇରେ ରୋହିତଙ୍କ ଏହା ୩୨ତମ ଶତକ।
ସେ ଏହି ମ୍ୟାଚରେ ଛକା, ଚୌକା ବୃଷ୍ଟି କରି ଶତକ ପୂରଣ କରିଛନ୍ତି। ଏହି ଶତକରେ ସେ ସାତୋଟି ଛକା ଏବଂ ୯ଟି ଚୌକା ମାରିଛନ୍ତି।