fbpx

ଫାର୍ମ ହାଉସରେ ସଲମାନ ଖାନଙ୍କୁ କାମୁଡ଼ିଲା ସାପ, ଯିବାକୁ ପଡ଼ିଲା ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା

Advertisement

ମୁମ୍ବାଇ: ଭାଇଜାନ୍ ସଲମାନ ଖାନ୍ ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଗତ ରାତିରେ ସଲମାନ ଖାନଙ୍କୁ ଏକ ସାପ କାମୁଡ଼ିଥିବା ଜଣାପଡ଼ିଛି । ସଲମାନ ଖାନ ନିଜ ପନୱେଲ୍ ଠାରେ ଥିବା ଫାର୍ମ ହାଉସ୍ ରେ ଥିବା ସମୟରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ହେଲେ ସାପ କାମୁଡ଼ିବା ପରେ ତାଙ୍କୁ ବିଳମ୍ବିତ ରାତିରେ ହସ୍ପିଟାଲକୁ ନେବାକୁ ପଡ଼ିଥିଲା ।

Get real time updates directly on you device, subscribe now.