fbpx

ସେବାୟତଙ୍କୁ ବଣ୍ଟନ କରାଯିବ ସମ୍ବଲପୁରୀ କପଡ଼ାରେ ତିଆରି ମାସ୍କ

ପୁରୀ, ୧୦ା୬(ଓଡ଼ିଶା ଭାସ୍କର): ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ଶେଷ ହୋଇଛି । ଏହାସହ ସ୍ନାନଯାତ୍ରା ନୀତି ଶୃଙ୍ଖଳିତ ପାଇଁ ସେବାୟତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସମସ୍ତ ସହଯୋଗ ପାଇଁ ଗଣମାଧ୍ୟମ ଓ ସାଧାରଣ ଭକ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । କୋଭିଡ଼-୧୯ରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସେବାୟତଙ୍କୁ ଦିଆଯିବ । ସେବାୟତଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରାପ୍ୟ ଦିଆଯିବ । ମାସ୍କ ପାଇଁ ବୟନିକା ସହ ଆଲୋଚନା ଚାଲିଛି । ସମ୍ବଲପୁରୀ କପଡ଼ାରେ ତିଆରି କରାଯିବ ମାସ୍କ ।ସେହି ମାସ୍କ ସେବାୟତଙ୍କୁ ବଣ୍ଟନ କରାଯିବ ।

Get real time updates directly on you device, subscribe now.