fbpx

ମହାନଦୀକୁ ଡେଇଁପଡ଼ିଲେ ସ୍କୁଲ ଛାତ୍ରୀ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍ ଜାରି

ସମ୍ବଲପୁର: ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ଚାଉଁରପୁର ସ୍ଥିତ ମହାନଦୀ ଦ୍ୱିତୀୟ ସେତୁରୁ ଜଣେ ସ୍କୁଲ ଛାତ୍ରୀ ଡେଇଁପଡ଼ିଥିବା ଜଣାପଡ଼ିଛି । ବ୍ରିଜ୍ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁପଡ଼ିଥିଲେ ଛାତ୍ରୀ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜା ଖୋଜି ଜାରି ରଖିଛନ୍ତି । ତେବେ କେଉଁ କାରଣ ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି କିଛି ଜଣାପଡ଼ି ନାହିଁ ।

Get real time updates directly on you device, subscribe now.