fbpx
BSKY SKY
BSKY SKY

ସ୍କୂଲ ଖୋଲିବା କୁ ନେଇ ପ୍ରସ୍ତୁତି , ଶନିବାର ଓ ରବିବାର ପଢ଼ାଯିବ ପାଠ

BSKY

କରୋନା ମହାମାରୀ ସଙ୍କଟ ମଧ୍ୟ ରେ ଦୀର୍ଘ ଦିନ ଧରି ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ଯାହଫଳରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଇତିମଧ୍ୟ ରେ ଏକ ଖୁସି ଖବର ଆସିଛି ।ରାଜ୍ୟ ସରକାର ସ୍କୂଲ ଖୋଲିବାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ଜାନୁଆରୀ ମାସ ରେ ଖୋଲିପାରେ ରାଜ୍ୟ ର ସମସ୍ଥ ବିଦ୍ୟାଳୟ ।ଏହା କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ । ଏବଂ ୧୦୦ ଦିନ ପାଠ ପଢ଼ାଇ ପରୀକ୍ଷା କରିବା ସହ ଶନିବାର ଓ ରବିବାର ଛୁଟି ଦିନରେ କ୍ଲାସ ହେବ । ସିଲାବସ କୁ ଠିକ ସମୟ ରେ ଶେଷ କରିବାକୁ ଏଚଉତି ଦିନ ମାନଙ୍କରେ ପଢ଼ାଯିବାକୁ ଚିନ୍ତା କରାଯାଉଛି । ଏହାକୁ ନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ହେବାର ସମ୍ଭାବନା ଅଛି

Get real time updates directly on you device, subscribe now.