fbpx

ଲଜ୍ଜା! ତ୍ରିରଙ୍ଗାକୁ କାଟି ଡଷ୍ଟର ତିଆରି କଲେ ପ୍ରଧାନଶିକ୍ଷକ, ଚେୟାରର ସଫା କଲେ ଧୂଳି

ନୂଆଦିଲ୍ଲୀ: ପିଲାମାନଙ୍କୁ ନୈତିକତା ଶିକ୍ଷା ଦେଉଥିବା ପ୍ରଧାନଶିକ୍ଷକ ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ କାଟି ଡଷ୍ଟର ତିଆରି କରିଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଏଥିରେ ଚେୟାର ସଫା କରିବା ସହ ବ୍ଲାକବୋର୍ଡ ସଫା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକଙ୍କ ଆଲମାରୀରୁ ଏକ କଟା ଜାତୀୟ ପତାକା ଉଦ୍ଧାର କରାଯାଇଛି ।

Ghatshila News Jharkhand school teacher tore the National Flag Tiranga and  cleaned the blackboard and chair | शर्मनाक! हेडमास्टर ने तिरंगा फाड़ कर  बनाया डस्टर,अपनी कुर्सी की धूल भी की साफ ...

ଗ୍ରାମବାସୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶଫକ ଇକବାଲଙ୍କୁ ଗିରଫ କରାଯାଇଛି । ତାଙ୍କୁ ତୁରନ୍ତ ଏହି ପଦରୁ ହଟାଇ ବିଭାଗ ଅଧିକ କାର୍ଯ୍ୟ ଆରମ୍ଭ କରିଛି । ଦେଶର ଭବିଷ୍ୟତ ଯେଉଁ ହେଡ ମାଷ୍ଟରଙ୍କ ଉପରେ ଥିଲା ଓ ନୈତିକତା ପାଠ ପଢ଼ାଇବାର ଦାୟିତ୍ୱ ଥିଲା, ସେହି ପ୍ରଧାନଶିକ୍ଷକ ଏଭଳି ଦେଶଦ୍ରୋହୀ ଭଳି କାମ କରିଛନ୍ତି ।

Principal arrested for making duster by tearing tiranga in Jharkhand  Ghatshila - झारखंड: स्कूल में तिरंगे को फाड़कर बनाया डस्टर, प्रिंसिपल ने  कहा- पुराना हो गया था

ଦେଶର ଗର୍ବ ଓ ଗୌରବ ତ୍ରିରଙ୍ଗା ପତାକାକୁ କାଟି ଡଷ୍ଟର କରିବା ପୂର୍ବରୁ ସେଥିରେ ନିଜ ଚେୟାର ପୋଛିଥିଲେ ଓ ବ୍ଲାକବୋର୍ଡ ସଫା କରିଥିଲେ । ପିଲାମାନେ ଘରକୁ ଆସି ପରିବାର ସଦସ୍ୟଙ୍କୁ ଜଣାଇଥିଲେ, ଯାହାପରେ ସେଠାରେ ହଙ୍ଗାମା ଆରମ୍ଭ ହୋଇଥିଲା । ପୋଲିସ ଏହି ମାମଲରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.