fbpx

ଆଜିଠୁ କଟକରେ ସେରୋ ସର୍ଭେ

କଟକ, ୨/୧୧(ଓଡିଶା ଭାସ୍କର): ଆଜିଠାରୁ କଟକରେ ସେରୋ-ସର୍ଭେ ଆରମ୍ଭ ହେବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ପୂର୍ବପ୍ରସ୍ତୁତି ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସହରର ୫୯ ୱାର୍ଡ ମଧ୍ୟରୁ ୨୫ଟି ୱାର୍ଡକୁ ମନୋନୀତ କରାଯାଇଛି। ପ୍ରତି ୱାର୍ଡରେ ୬୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ହେବ। ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କ ନାଁ ଗୋପନ ରଖାଯିବ ।

ଆରଏମଆରସି, ଭୁବନେଶ୍ବର ଓ କଟକ ମହାନଗର ନିଗମ (ସିଏମସି)ର ମିଳିତ ସହଯୋଗରେ ୨ ତାରିଖରୁ ୫ ତାରିଖ ଯାଏ ସେରୋ ସର୍ଭେ ଚାଲିବ ।

Get real time updates directly on you device, subscribe now.