fbpx

ପାକିସ୍ତାନରେ ସିଆ-ସୁନି ଗୋଷ୍ଠୀ ବିବାଦ: ଥନୁନି ହିଂସା ଏବେ ସୁଦ୍ଧା ୪୮ ମୃତ ହୋଇଥିଲାବେଳେ ୨୦୦ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି। ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ହୋଇଛି । ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି ।

କୁରମ ଅଂଚଳରେ ଗତ କିଛି ଦଶନ୍ଧିରେ ଜନଜାତି ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସାଂପ୍ରଦାୟିକ ବିବାଦ ଓ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜନଜାତି ଜିରଗାର ସହାୟତା ଓ ସମର୍ଥନରେ ଯୁଦ୍ଧରତ ଜନଜାତି ଗତ ସୋମବାର ଅସ୍ଥାୟୀ ଯୁଦ୍ଧ ବିରତି ଘୋଷଣା କରିଛନ୍ତି।

Get real time updates directly on you device, subscribe now.