fbpx
BJD
BJD SKY
BJD SKY

୨୦୨୨ରୁ ସିକିମ୍‌ରେ ବ୍ୟାନ୍‌ ହେବ ‘ପ୍ୟାକେଜଡ୍‌ ମିନେରାଲ ୱାଟର’, ସମସ୍ତ ବ୍ୟବସାୟୀଙ୍କୁ ୩ ମାସର ଡେଡଲାଇନ୍‌ ଦେଲେ ସରକାର

BJD

ନୂଆଦିଲ୍ଲୀ : ପ୍ରଦୂଷଣ ଓ ପ୍ରାକୃତିକ ପରିବେଶକୁ କ୍ଷତି ପହଞ୍ଚାଉଥିବାରୁ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ସିକିମ୍‌ରେ ସମ୍ପୂର୍ଣ୍ଣ ଭାବରେ ପ୍ୟାକେଜଡ୍‌ ମିନେରାଲ ୱାଟର ବ୍ୟାନ୍‌ କରିବା ପାଇଁ ସିକିମ୍‌ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଶନିବାର ସିକିମ ମୁଖ୍ୟମନ୍ତ୍ରୀ ପିଏସ୍‌ ତମାଙ୍ଗ ଘୋଷଣା କରିଛନ୍ତି । ରାଜ୍ୟରେ ଏଭଳି ପଦକ୍ଷପ ଦ୍ୱାରା ଏକ ବିଲ୍ ଆସିବ ବୋଲି ସିକିମ୍‌ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଆସନ୍ତା ବର୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯିବାକୁ ଥିବା ବେଳେ ଏବେଠାରୁ ସିକିମ୍‌ରେ ଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କୁ ୩ ମାସର ଡେଡଲାଇନ୍‌ ଦିଆଯାଇଛି । ଏହି ୩ ମାସ ମଧ୍ୟରେ ସେମାନେ ସେମାନଙ୍କ ପାଖରେ ଥିବା ପ୍ୟାକେଜଡ୍‌ ମିନେରାଲ ୱାଟରକୁ ଖାଲି କରିବେ ।

Get real time updates directly on you device, subscribe now.