• Likes
  • Followers
  • Subscribers
  • Followers
  • Android App
  • Wednesday, August 20, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କାହିଁକି?

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କାହିଁକି?

By Development On Nov 29, 2024 at 6:21 PM
Share

ଓଡ଼ିଶା ଭାସ୍କର: ଏଣିକି ୧୬ ବର୍ଷରୁ କମ୍ ପିଲା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରିଛନ୍ତି ସରକାର । ସଂସଦରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ସର୍ବନିମ୍ନ ବୟସ ୧୬ ରଖିଛନ୍ତି ସରକାର । ତେବେ ଆସନ୍ତାବର୍ଷରୁ ଏହି ନିୟମ ଲାଗୁ କରାଯିବ । ସଂସଦରେ ସୋସିଆଲ ମିଡିଆ ମିନିମମ୍ ଏଜ୍ ବିଲ୍ କୁ ମଞ୍ଜୁରୀ ମିଳିଛି । ତେବେ ନିୟମ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ବଡ଼ ଆମାଉର୍ଟର ଜରିମାନା ଲାଗୁ କରାଯିବ ବୋଲି ସରକାର ସତର୍କ କରାଇଛନ୍ତି ।

ସୂଚନା ଅନୁସାରେ, ‘ଦ ସୋସିଆଲ ମିଡିଆ ମିନିମମ୍ ଏଜ୍’ ବିଲକୁ ମଞ୍ଜୁରୀ ଦେଇଛନ୍ତି ଅଷ୍ଟ୍ରେଲିଆ ସଂସଦ ସିନେଟ୍ । ୩୪-୧୯ ମତରେ ପାରିତ ହୋଇଥିବା ଏହି ବିଲ୍ କୁ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ୧୦୨-୧୩ ବହୁମତ ସହିତ ପାରିତ ହୋଇଛି । ଏହି ନିୟମ ଅନୁସାରେ, ଯଦି ୧୬ ବର୍ଷରୁ କମ୍ ବୟସର ପିଲା ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ସାଇଟରେ ଆକାଉଣ୍ଟ କ୍ରିଏଟ୍ କରୁଛନ୍ତି, ତେବେ ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ହିଁ ଦାୟୀ ରହିବେ । ପିଲାମାନଙ୍କୁ ଆକାଉଣ୍ଟ କ୍ରିକେଟ କରିବାରୁ ରୋକିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ ନ କରିବା ଏବଂ ନିୟମର ପାଳନ ନ କରିବା ପ୍ଲାଟଫର୍ମ ଉପରେ ୫ କୋଟି ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜରିମାନା ଲାଗୁ ହେବା ନେଇ ନିୟମ କରାଯାଇଛି ।

ଏହି ନିୟମ ଲାଗୁ କରିବା ସହ ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିଛି । ଆସନ୍ତା ନୂଆବର୍ଷରୁ ଏହି ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁସାରେ ଟେକ୍ କମ୍ପାନୀ ମାନଙ୍କୁ ନିଜ ପ୍ଲାଟଫର୍ମରେ ପିଲାମାନଙ୍କୁ ଲଗ୍ ଇନ୍ କରିବାରୁ ରୋକିବା ପାଇଁ ଉଚିତ୍ ବ୍ୟବସ୍ଥା କରିବାକୁ ହେବ । ତେବେ ଏହି ବ୍ୟବସ୍ଥା କରିବା ପାଇଁ ସମସ୍ତ ଟେକ୍ କମ୍ପାନୀକୁ ୧ ବର୍ଷର ସମୟ ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର । ତେବେ ୟୁଟ୍ୟୁବ୍, ହ୍ୱାଟ୍ସଆପ୍ ଏବଂ ଗୁଗଲ କ୍ଲାସରୁମ ଇତ୍ୟାଦି ପ୍ଲାଟଫର୍ମକୁ ଏହି ନିୟମରୁ ବାଦ୍ ଦିଆଯାଇଛି ।

ଆହୁରି ପଢନ୍ତୁ

ସତରେ ନା କ’ଣ? ଏହି ଦେଶରେ ସୁନା ଶସ୍ତା ହେଲେ…

3 ସପ୍ତାହ ଧରି ମୁହଁରେ ଏହି ଲକ୍ଷଣ…

Share

Prev Post

ଡ୍ରାଇଭର ବସ ଉପରୁ ହରାଇଲା ନିୟନ୍ତ୍ରଣ, ରାସ୍ତା କଡକୁ ଓଲଟିଲା ବସ, ଚାଲିଗଲା ୧୦ ଜୀବନ

Next Post

ଏହି ସବୁ କ୍ଷେତ୍ରରେ ଆସନ୍ତା ମାସରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଯାହା ପକେଟ କରିବ ଖାଲି

You might also like More from author
Top Stories

ସତରେ ନା କ’ଣ? ଏହି ଦେଶରେ ସୁନା ଶସ୍ତା ହେଲେ କଣ୍ଡମ ଏତେ ମହରଗ

Breaking News

3 ସପ୍ତାହ ଧରି ମୁହଁରେ ଏହି ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୋଇପାରେ ଓରାଲ କ୍ୟାନ୍ସର…

Cricket

Asia Cup: ଟିମ୍ ଇଣ୍ଡିଆ ସିଲେକ୍ସନରେ ଖପ୍ପା ଭାଜି, ରାଗରେ ନିଆଁ ହୋଇ କହିଲେ ଖେଳାଳିଙ୍କ ସହ ଅନ୍ୟାୟ

Cricket

ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ICCର ବଡ଼ ଆକ୍ସନ, ପ୍ରଥମ ODIରେ ଏତେ ବଡ଼ ଭୁଲ୍…

Top Stories

ପାଣିରେ ଭାସିଗଲେ ନା ମାଟିରେ ମିଶି ଗଲେ, କୁଆଡ଼େ ଗଲେ ୧୦ ହଜାର…

Breaking News

୪୦୦୦ କୋଟିର ଫିଲ୍ମ ‘ରାମାୟଣ’ରେ ଅମିତାଭଙ୍କ ଏଣ୍ଟ୍ରି, ସୁଗ୍ରୀବ ଭୂମିକାରେ ନଜର ଆସିବେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ସତରେ ନା କ’ଣ? ଏହି ଦେଶରେ ସୁନା ଶସ୍ତା ହେଲେ…

3 ସପ୍ତାହ ଧରି ମୁହଁରେ ଏହି ଲକ୍ଷଣ…

Asia Cup: ଟିମ୍ ଇଣ୍ଡିଆ ସିଲେକ୍ସନରେ ଖପ୍ପା…

ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ICCର ବଡ଼…

ପାଣିରେ ଭାସିଗଲେ ନା ମାଟିରେ ମିଶି ଗଲେ, କୁଆଡ଼େ…

୪୦୦୦ କୋଟିର ଫିଲ୍ମ ‘ରାମାୟଣ’ରେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ସତରେ ନା କ’ଣ? ଏହି ଦେଶରେ ସୁନା ଶସ୍ତା ହେଲେ…

3 ସପ୍ତାହ ଧରି ମୁହଁରେ ଏହି ଲକ୍ଷଣ…

Asia Cup: ଟିମ୍ ଇଣ୍ଡିଆ ସିଲେକ୍ସନରେ ଖପ୍ପା…

ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ICCର ବଡ଼…

Prev Next 1 of 28,637
© 2025 - TK Digital All Rights Reserved.