fbpx

ଡାଉନ ହେଲା Whatsapp, Facebook, Instagram

Advertisement

ନୂଆଦିଲ୍ଲୀ: ଡାଉନ ହେଲା ସୋସିଆଲ ମିଡିଆ । ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଛି । ସୋମବାର ରାତି ୯ଟା ୧୫ଠାରୁ ଡାଉନ ରହିଛି ସର୍ଭର । ସର୍ଭର ଡାଉନ ଯୋଗୁଁ ହ୍ୱାଟ୍ସଆପରେ ମେସେଜ ଆଦାନପ୍ରଦାନ ହୋଇପାରୁନଥିବାବେଳେ ଫେସବୁକ ଇନଷ୍ଟାଗ୍ରାମରେ ଭିଡିଓ ମଧ୍ୟ ଅପଲୋଡ ହୋଇପାରୁନାହିଁ । ସାରା ବିଶ୍ୱରେ ମେସେଜ ଆଦାନ ପ୍ରଦାନ ଠପ୍ । ଲୋକେ ସୋସିଆଲ ମିଡିଆ ସେବା ପାଇବାରେ ବ୍ୟାଘାତ ।

ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବା ନେଇ ହ୍ୱାଟ୍ସଆପ ପକ୍ଷରୁ ସୂଚନା ।

Get real time updates directly on you device, subscribe now.