fbpx
BJD SKY
BJD SKY

ଓଡିଶା ଭାସ୍କରରେ ଖବର ବାଜିବା ପରେ ସୁଶୀଳା ଦାସଙ୍କ ପାଖରେ ପହଞ୍ଚିଲେ ସମାଜସେବୀ

BJD

ଯାଜପୁର (ବିଞ୍ଝାରପୁର): ଓଡ଼ିଶା ଭାସ୍କରରେ ଖବର ପ୍ରସାରଣ ପରେ ସୁଶୀଳା ଦାସ ଙ୍କୁ ସହାୟତା ର ହାତ ବଢାଇଲା ଯାଜପୁରର ‘ସୁଯ୍ୟାଲୋକ ସମାଜ ସେବା’ ସଂଗଠନ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗ୍ରାମର ସୁଶୀଳା ଦାସ ଓ ତାଙ୍କ ମାନସିକ ବିକୃତ ଝିଅ କିପରି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାହା ଆମେ ଆମ ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ପରେ ଖବର ଦେଖି ସହାୟତାର ହାତ ବଢାଇଛନ୍ତି ସମାଜସେବୀ।

ଓଡ଼ିଶା ଭାସ୍କରର ମହା ପ୍ରଭାବ, ଖବର ପ୍ରସାରଣ ପରେ ସୁଶୀଳା ଦାସଙ୍କୁ ମିଳିଲା ସହାୟତା। ସହାୟତାର ହାତ ବଢାଇଲା ଯାଜପୁର ର ସୁଯ୍ୟାଲୋକ ସମାଜ ସେବା ସଂଗଠନ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗ୍ରାମର ସୁଶୀଳା ଦାସ ଓ ତାଙ୍କ ମାନସିକ ବିକୃତ ଝିଅଙ୍କ ଅସୁବିଧା ସମ୍ପର୍କିତ ଖବର ଆମେ ଆମ ଚ୍ୟାନେଲ ମାଧ୍ୟମରେ ଖବର ପ୍ରଶାରଣ ପରେ ସହାୟତା ର ହାତ ବଢାଇଛନ୍ତି।

 

Get real time updates directly on you device, subscribe now.