fbpx

Breaking News; ମାଟି ଅତଡ଼ା ଖସି ୨ ଶ୍ରମିକଙ୍କ ମୃତ୍ୟୁ: ଡ୍ରେନେଜ କାମ ବେଳେ ବଡ଼ ଅଘଟଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ କାମ ଚାଲିଥିବା ବେଳେ ହଠାତ୍ ମାଟି ଅତଡ଼ା ଖସିବାରୁ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଡ୍ରେନେଜ କାମ ସମୟରେ ମାଟି ଅତଡ଼ା ଖସିଯିବାରୁ ଘଟଣାସ୍ତଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ତେବେ ପ୍ରାଣ ରାଇଥିବା ୨ ଶ୍ରମିକ ସ୍ଥାନୀୟ ଯୋଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଦାର କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.