fbpx

ଦକ୍ଷିଣ କୋରିଆ ବିପକ୍ଷ ନେତାଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଓଡ଼ିଶା ଭାସ୍କର: ଦକ୍ଷିଣ କୋରିଆର ବିପକ୍ଷ ନେତା ଲି ଜେ ମ୍ୟୁଙ୍ଗ୍‌(Lee Jae Myung) ଙ୍କ ଉପରେ ଆଜି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆଜି ଜେ ମ୍ୟୁଙ୍ଗ୍ ଦକ୍ଷିଣ Port city ବୁସାନ ଗସ୍ତରେ ଏକ ପ୍ରେସ କନଫେରେନ୍ସରେ ଯୋଗ ଦେବା ପାଇଁ ଯାଇଥିଲେ । ତେବେ ପେ୍‌ରସ କନଫେରେନ୍ସ ଚାଲୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ବେକ ଉପରେ ଛୁରୀରେ ଆକ୍ରମଣ କରିଥିଲା । ତାଙ୍କୁ ଗଭୀର ଆଘାତ ଲାଗିଥିବାରୁ ତୁରନ୍ତୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.