fbpx

BIG BREAKING…ସତର୍କ କଲେ SRC; ପ୍ରବଳ ବର୍ଷାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପଳଙ୍କୁ ଚିଠି

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସତର୍କ କଲେ SRC । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିକୁ ନେଇ ସତର୍କ କରାଇଲେ SRC । ରାଜ୍ୟର ସମସ୍ତ ଜିଲ୍ଲାପଳ, ଆରଡିସିଙ୍କୁ ଲେଖିଲେ ଚିଠି । ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କଲେ ସତର୍କ ।

Get real time updates directly on you device, subscribe now.