କୃଷି କ୍ଷେତ୍ରକୁ ରାଜ୍ୟ ସରକାର ଦେଲେ ଗୁରୁତ୍ୱ: ଚଳିତ ବର୍ଷ ୩୬ ପ୍ରତିଶତ ବଜେଟ ବୃଦ୍ଧି

ଭୁବନେଶ୍ୱର: ଓଡିଶା ସରକାର ରାଜ୍ୟର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇଛନ୍ତି । ବଜେଟ ଉପସ୍ଥାପନ କରିଥିବା ସମୟରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ମୋଟ ୨୪,୮୨୯ କୋଟି ଟଙ୍କାର ବିଲ କରିଛନ୍ତି । ଏହା ଚଳିତ ବର୍ଷ ଏହା ୩୬ ପ୍ରତିଶତ ବୃଦ୍ଧି କରାଯାଇ ୩୩ ହଜାର ୯୧୯ କୋଟି ଟଙ୍କା କରାଯାଇଛି ।