ଭୁବନେଶ୍ୱର:IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ସମ୍ପଦ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।
ସେହିପରି ପ୍ରେମଜିତ ନାୟକଙ୍କୁ ଏସସି/ ଏସଟି ଏବଂ ପଛୁଆ ବର୍ଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି।
ଏବଂ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ପି. ଅନ୍ୱେଷା ରେଡ୍ଡୀଙ୍କୁ IGR କଟକର ଅତିରିକ୍ତ ଦାୟିତ୍ୱ ମିଳିଛି।