Big Breaking: କାଲିଠାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’… ଏସଏଚଜି ମହିଳା ହେବେ ସାମିଲ

ଭୁବନେଶ୍ୱର: ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା ।

ଏସଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ) ମହିଳାଙ୍କ ସମାଗ୍ରୀ ପ୍ରଦର୍ଶିତ ହେବ । ହସ୍ତଶିଳ୍ପ, ଟେରାକୋଟା ସାମଗ୍ରୀ ବିକ୍ରି ହେବ ।

ବାଉଁଶ ଶିଳ୍ପ ସାମଗ୍ରୀ ବିକ୍ରି କରାଯିବ । ମିଲେଟ ଭିତ୍ତିକ ଖାଦ୍ୟ ଖାଇବାକୁ ମିଳିବ ।

ରାଜ୍ୟବ୍ୟାପୀ ଏସଏଚଜି ମହିଳା ସାମିଲ ହେବେ । ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ମେଳା ।

ସାମ୍ବାଦିକ ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ସୂଚନା ।