କମାଲ କଲା ସୁଦର୍ଶନ ଚକ୍ର: ପାକିସ୍ତାନର ମିଶାଇଲ୍, ଡ୍ରୋନ ଧ୍ୱସ୍ତ

ନୂଆଦିଲ୍ଲୀ: ବାୟୁସେନା ପକ୍ଷରୁ ଏସ୍-୪୦୦ ସୁଦର୍ଶନ ଚକ୍ର ଏୟାର ମିଜାଇଲ୍ ଆଟାକ୍ ।

ପାକିସ୍ତାନ ସବୁ ଡ୍ରୋନ୍ ଓ ମିଜାଇଲ୍ ଧ୍ୱଂସ କଲା ସୁଦର୍ଶନ ଚକ୍ର । ଶତ୍ରୁପକ୍ଷର ଏୟାର ଡିଫେନ୍ସ ଧ୍ୱଂସ ପାଇଁ ହାର୍ପି ଡ୍ରୋନ୍ସ ବ୍ୟବହାର କରାଯାଇଛି ।

ଏଲଓସିରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି । କୁପୱାରା, ବରମୁଲ୍ଲା, ଉରୀ, ପୁଞ୍ଚ, ମେନ୍ଧର,ରଜୌରୀରେ ନିୟମ ଉଲ୍ଲଘଂନ ।

ଏ ନେଇ ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।