ନୂଆଦିଲ୍ଲୀ: ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ ଦୀପାଳି ଗ୍ରହଣ କରିଥିବା ନେଇ ସୂଚନା ପ୍ରକାଶ ପାଇଛି ।
ମେ’ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ନେଇ ଖବର ପ୍ରକାଶ ପାଇଛି । ନିର୍ବାଚନୀ ମାମଲା ହାଇକୋର୍ଟରେ ଖାରଜ ହୋଇସାରିବା ପରେ ଦୀପାଳି ସୁପ୍ରିମ କୋର୍ଟଙ୍କ ନିକଟକୁ ଯାଇଥିଲେ ।