fbpx

ଜେଇ, ପିଇଓ ଓ ଜିଆରଏସଙ୍କୁ ସସପେଣ୍ଡ୍, ସୂଚନା ଦେଲେ ଜିଲ୍ଲାପାଳ

ଯାଜପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜେଇ, ପିଇଓ, ଜିଆରଏସଙ୍କୁ ନିଲମ୍ବିତ କରାଯାଇଛି । ଜେଇ ତୁଷାର ପାତ୍ର, ପିଇଓ ପ୍ରକାଶ ଜେନା ଓ ଜିଆରଏସ ପାର୍ଥସାରଥୀ ଛୋଟେଇଙ୍କୁ ନିଲମ୍ବିତ କରାଯାଇଛି । ଦୁର୍ନୀତି ଅଭିଯୋଗରେ ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଞ୍ଝାରପୁରର ଜରି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ପାଇଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.