• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଖୋଲିଲା କଳାଧନର ଗୁମର: ସ୍ୱିସ୍ ବ୍ୟାଙ୍କ ଭାରତକୁ ପ୍ରଦାନ କଲା ଖାତାଧାରୀଙ୍କ ଚତୁର୍ଥ ଲିଷ୍ଟ

ଖୋଲିଲା କଳାଧନର ଗୁମର: ସ୍ୱିସ୍ ବ୍ୟାଙ୍କ ଭାରତକୁ ପ୍ରଦାନ କଲା ଖାତାଧାରୀଙ୍କ ଚତୁର୍ଥ ଲିଷ୍ଟ

By Manas Pradhan On Oct 11, 2022 at 9:22 AM
Share

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କ ପକ୍ଷରୁ ପୁଣି ଥରେ ଭାରତୀୟ ଖାତାଧାରୀଙ୍କ ଲିଷ୍ଟ ଜାରି କରାଯାଇଛି । ବାର୍ଷିକ ସ୍ୱଚାଳିତ ସୂଚନା ବିନିମୟ ଆଧାରରେ ସ୍ୱିସ୍ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ଚତୁର୍ଥ ଲିଷ୍ଟ ପ୍ରଦାନ କରିଛି । ଏଥିରେ ଭାରତୀୟ ନାଗରିକ ଓ ସଂଗଠନଙ୍କ ଆକାଉଣ୍ଟର ସମସ୍ତ ବିବରଣୀ ରହିଛି । କାହା ଆକାଉଣ୍ଟରେ କେତେ ଟଙ୍କା ଜମା ରହିଛି ତାହା ଏବେ ସ୍ପଷ୍ଟ ହୋଇଯିବ ।

ସୂଚନା ମୁତାବକ, ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ୧୦୧ଟି ଦେଶର ପାଖାପାଖି ୩୪ ଆର୍ଥିକ ଖାତାର ସବିଶେଷ ବିବରଣୀ ଶେୟାର କରାଯାଇଛି । ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ଏହି ଲିଷ୍ଟରେ ଶହ ଶହ ଭାରତୀୟ ଆର୍ଥିକ ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଏଥିରେ କିଛି ବ୍ୟକ୍ତି, କର୍ପୋରେଟ୍ସ, ଟ୍ରଷ୍ଟଙ୍କର ଜମା ଖାତା ସାମିଲ ରହିଛି । ତେବେ ଭାରତ ସହିତ ଶେୟାର କରାଯାଇଥିବା ଖାତାରେ କେତେ କଳାଧନ ଜମା ରହିଛି, ସେନେଇ ବର୍ତ୍ତମାନ କିଛି କୁହାଯାଇନାହିଁ । ଟ୍ୟାକ୍ସରୁ ବର୍ତ୍ତିବା ଓ ଆର୍ଥିକ ହେରଫେରକୁ ଲୁଚାଇବା ପାଇଁ ସ୍ୱିସ୍ ବ୍ୟାଙ୍କରେ ଖାତା ଖୋଲାଯାଇଥିଲା ।

ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (ଏଫଟିଏ) ମୁତାବକ, ଚଳିତ ଥର ସ୍ୱିସ ବ୍ୟାଙ୍କରେ ପାଖାପାଖି ୧ ଲକ୍ଷ ନୂଆ ଆକାଉଣ୍ଟ ଖୋଲାଯାଇଛି । ଭାରତର ବଡ଼ ବଡ଼ ସଂସ୍ଥା, ବିଜିନେସ ହାଉସ ଓ ବ୍ୟକ୍ତିଙ୍କର ଖାତା ଏଥିରେ ରହିଛି । ଖାତାଧାରୀଙ୍କ ନାମ, ଠିକଣା ସହିତ ଅନ୍ୟ ଆର୍ଥିକ ତଥ୍ୟର ଡିଟେଲ୍ସ ରହିଛି । ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ସ୍ୱିସ ବ୍ୟାଙ୍କ ପକ୍ଷରୁ ଖାତାଧାରୀଙ୍କ ପଞ୍ଚମ ଲିଷ୍ଟ ଜାରି କରାଯିବ । ଚଳିତ ଥର ୫ଟି ନୂଆ ଦେଶକୁ ଡାଟା ଏକ୍ସଚେଞ୍ଜ ପ୍ରୋଗ୍ରାମରେ ସାମିଲ କରାଯାଇଛି । ସେହି ଦେଶଗୁଡ଼ିକ ମଧ୍ୟରେ ଅଲବାନିଆ, ବ୍ରନେଇ ଦାରୁସସଲାମ, ପେରୁ ଓ ତୁର୍କୀ ରହିଛନ୍ତି ।

ଆହୁରି ପଢନ୍ତୁ

ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା…

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି…

Share

Prev Post

୮୦ବର୍ଷରେ ପାଦ ଥାପିଲେ ବଲିଉଡ ଶେହନଶାହା ଅମିତାଭ ବଚ୍ଚନ

Next Post

SBI PO :ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ , ଶୀଘ୍ର କରନ୍ତୁ ଆବେଦନ

You might also like More from author
ଖବର

ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା କାର୍କୀ ହେଲେ ମଧ୍ୟବର୍ତ୍ତୀକାଳୀନ ପ୍ରଥମ ମହିଳା…

Breaking News

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି ନାଗ, ଅଣ୍ଟା ହଲାଇ ନାଚିଲା, ଭିଡିଓ ଦେଖି ଲୋକେ…

Breaking News

Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା ପ୍ଲାନ, TRAI ମାଗିଲା ଉତ୍ତର, ଜାଣନ୍ତୁ କାରଣ

ଖବର

ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା, ନ୍ୟାୟ ନମିଳିଲେ କରିବେ ଆତ୍ମହତ୍ୟା

Featured

‘ସ୍ୱାମୀ ନୁହେଁ, ୨୦ ବର୍ଷର ସାନ ପ୍ରେମିିକ ସହ ରହିବି..’, କୋର୍ଟରେ ଏଭଳି ଡିମାଣ୍ଡ କଲେ ୯ ପିଲାର…

Featured

ନବ ଦମ୍ପତିଙ୍କୁ କିଟରେ କଣ ଦେଉଛନ୍ତି ରାଜ୍ୟସରକାର ? ଜାଣନ୍ତୁ କେମିତି ମିଳେ ଏହି କିଟ୍

Prev Next
Odisha Bhaskar

Recent Posts

ଦୀପାବଳି ପୂର୍ବରୁ ଶନିଙ୍କ ଗତି ବଦଳିବ, ଏହିସବୁ…

ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରୁ କାହା…

ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା…

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି…

କ୍ରିକେଟ ଏକାଡେମୀରୁ ବିଦା , ଶୁଭମନଙ୍କ ସହ…

Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା…

‘ବୀନ୍‌’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି…

Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା…

ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

Prev Next 1 of 28,812
© 2025 - TK Digital All Rights Reserved.