fbpx
Browsing Tag

bcci

ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ରାହୁଲ ଦ୍ରାବିଡ, ଖବରକୁ ଖଣ୍ଡନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମରେ ଯୋଗ ଦେବା ଖବରକୁ ଖଣ୍ଡନ କରିଛି। ବୋର୍ଡ ପୂର୍ବତନ କ୍ରିକେଟରଙ୍କ ତରଫରୁ ଦିଆଯାଇଥିବା…

ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଲା ବିସିସିଆଇ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ପୂର୍ବରୁ ବିସିସିଆଇ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଦଳର ବାୟୋ ବବଲରୁ ୧୦ ଦିନର ବିରତି ଦେଇଛି। କୋହଲି ଏବେ ଘର ଅଭିମୁଖେ ଯାତ୍ରା କରିଛନ୍ତି। ସେ…

କ୍ରିକେଟର ବହୁତ ବଡ ଫ୍ୟାନ୍ ଥିଲେ ‘ଲତା ଦିଦି’, ୧୯୮୩ ବିଶ୍ଵ କପ୍ ବିଜୟୀ ଦଳକୁ ଏମିତି କରିଥିଲେ ସାହାଯ୍ୟ

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନିତ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ ରବିବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଉକ୍ତ ହସ୍ପିଟାଲରେ…

ଖାଲି ମଇଦାନରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହି ମ୍ୟାଚ ସହିତ ପ୍ରଥମ ଦେଶ ଭାବେ ୧୦୦୦ତମ ଦିନିକିଆ ମ୍ୟାଚ ଖେଳିବ ଭାରତ । କିନ୍ତୁ ଏଭଳି ଏକ ଐତିହାସିକ ମ୍ୟାଚ…

IPL ୨୦୨୨: ମେଗା ଅକ୍ସନରେ ସାମିଲ ହେଲେ ଦୁଇ ଓଡିଆ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍ସନକୁ ନେଇ ଏବେ ଖୁବ ଚର୍ଚ୍ଚା । ଏଥିମଧ୍ୟରେ ବିସିସିଆଇ ଜାରି କରିଛି ୫୯୦ ଜଣ…

ଫେବୃଆରୀ ୧୩ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ତାରିଖ ଘୋଷଣା କରିଛି। ଗତ ବର୍ଷ କରୋନା କାରଣରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇ ପାରିନଥିଲା। ଏଥର ଏହାକୁ ଜାନୁଆରୀ ୧୩ରେ ଆରମ୍ଭ…

BCCI Central Contract: ସଙ୍କଟରେ ଏହି ଖେଳାଳିଙ୍କ ଦରମା, ଟାର୍ଗେଟରେ ବରିଷ୍ଠ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ପ୍ରତି ବର୍ଷ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଅନୁବନ୍ଧର ଘୋଷଣା ହେବାକୁ ଯାଉଛି…

ରୋହିତ ଶର୍ମା କେଉଁ କାରଣ ପାଇଁ ଦିନିକିଆ ଅଧିନାୟକ ଭାବେ ଥିଲେ ପ୍ରଥମ ପସନ୍ଦ , କାରଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯିବା ପରେ ଜାରି ବିବାଦର ଆପାତତଃ ପୂର୍ଣ୍ଣଛେଦ ପଡିଛି । କିନ୍ତୁ ଏହାକୁ ନେଇ କ୍ରିକେଟ୍ ଜଗତରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ…

ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା…, ବିରାଟଙ୍କ କୋଚଙ୍କ ଅସନ୍ତୋଷ ଉପରେ ଗାଙ୍ଗୁଲିଙ୍କ ଜବାବ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯାଇ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କରାଯାଇଛି । ଏହାକୁ ନେଇ କ୍ରମାଗତ ଅନେକ ଅନେକ ନୂତନ କଥା ସାମ୍ନାକୁ ଆସୁଛି। ଏହାକୁ ନେଇ…

ବିରାଟ କୋହଲିଙ୍କଠୁ କଣ ଅଧିକ ଦରମା ପାଇବେ ଦିନିକିଆ ଓ ଟି-୨୦ ଅଧିନାୟକ ରୋହିତ ଶର୍ମା ?

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ କାନ୍ଧରେ ଏବେ ଭାରତୀୟ କ୍ରିକେଟ୍ ଦଳର ଭବିଷ୍ୟତ । ମୁମ୍ବାଇର ଏହି ଷ୍ଟାର ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇଛି । ରୋହିତ ଶର୍ମା…