ହାର୍ଦ୍ଦିକ-ରୋହିତ-ବୁମରାହ ନା ସୂର୍ଯ୍ୟକୁମାର… ଦୋଛକିରେ Mumbai Indians: କାହାକୁ ରଖିବ, କାହାକୁ କରିବ ରିଲିଜ?
ଓଡ଼ିଶା ଭାସ୍କର: ଆଇପିଏଲ ରିଟେନସନ୍ ଡେଡଲାଇନ୍ ପାଖେଇ ଆସିଲାଣି । ୩୧ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେନସନ୍ ଲିଷ୍ଟ ଦେବେ । କିନ୍ତୁ ଏପଟେ ମୁମ୍ବାଇ ଶିବିରରେ ଛିଡ଼ୁନି ରିଟେନ୍ ଗଣିତ । ପ୍ରମୁଖ…