ବାପାର ଅମାନୁଷିକ କାମ, ପରୀକ୍ଷାରେ କମ୍ ମାର୍କ ରଖିବାରୁ ନାବାଳିକା ଝିଅକୁ ପିଟିପିଟି ମାରିଦେଲା
ମହାରାଷ୍ଟ୍ର: ବାପାର ଜଘନ୍ୟ କାଣ୍ଡ। ବଢ଼ିଲା ଝିଅକୁ ପିଟିପିଟି ମାରିଦେଲା। ତାହା ପୁଣି ପରୀକ୍ଷାରେ କମ୍ ମାର୍କ ରଖିବାରୁ। ପେସାରେ ବାପା ଜଣକ ଜଣେ ଶିକ୍ଷକ।
ଯିଏ ପ୍ରତ୍ୟେକ ଦିନ ପିଲାଙ୍କୁ ଭଲ ବୁଦ୍ଧି ଏବଂ ଅପରାଧ…