କନଫର୍ମ! ଧୋନୀଙ୍କୁ କାହିଁକି ମିଳିଛି ଟିମ୍ ଇଣ୍ଡିଆର ମେଣ୍ଟର ଦାୟିତ୍ୱ? ସାମ୍ନାକୁ ଆସିଲା ବଡ଼ ବୟାନ….
ଓଡ଼ିଶା ଭାସ୍କର: BCCI ପୂର୍ବରୁ 2026 ଟି-20 ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବା ମୁଡ୍ରେ ଅଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ମେଣ୍ଟର ହେବାକୁ ପ୍ରସ୍ତାବ ଦେଇଥିବା ଖବର…