ବାତ୍ୟା ପାଇଁ କୂଳକୁ ଫେରିଥିବା ବେଳେ ଅଘଟଣ, ବୁଡିଲା ଡଙ୍ଗା, ଉଦ୍ଧାର ପାଇଁ ଯାଇ ଓଡ୍ରାଫ…
ଭଦ୍ରକ: ବାତ୍ୟା ଦାନା ଉପକୂଳ ଆଡକୁ ମୁହାଁଇ ଚାଲିଛି । ୨୪ ରାତି ବା ୨୫ ସକାଳେ ଉପକୂଳ ଛୁଇଁବ । ଏଥିପାଇଁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ କୂଳକୁ ଫେରିବାକୁ ନିର୍ଦ୍ଦେଶ ହୋଇଥିଲା । ଏକ ମାଛଧରା ଡଙ୍ଗା ଦିଘା…