୨୭ ବର୍ଷର ଝିଅ, ଯାହାଙ୍କ ଆଗରେ ୫ ଥର ହାର ମାନିଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର
ମୁମ୍ୱାଇ: ୯୦ ଦଶକରେ ମଧ୍ୟ ବଲିଉଡ୍ ହିରୋଇନମାନେ ବକ୍ସ ଅଫିସରେ ଧମାଲ କରୁଥିଲେ। କେତେବେଳେ ସେମାନେ ମୁଖ୍ୟ ଭୂମିକାରେ ଜବରଦସ୍ତ ଅଭିନୟ କରି ହିରୋଙ୍କୁ ପଛରେ ପକାଇ ଦେଉଥିଲେ ତ ଆଉ କେତେବେଳେ ସେମାନେ ଖଳନାୟିକାମାନଙ୍କୁ…