ଜର୍ମାନୀ ବୈଜ୍ଞାନିକଙ୍କୁ ବଡ଼ ସଫଳତା: ‘ଶିବ-ଶକ୍ତି’ ନାମକ ଦୁଇ ପ୍ରାଚୀନ ପାର୍ଟିକିଲ୍ ଆମର ଆକାଶଗଙ୍ଗାକୁ ନିର୍ମାଣ କରିଥିବା ନେଇ ମିଳିଲା…
ନୂଆଦିଲ୍ଲୀ: ଆମର ଆକାଶଗଙ୍ଗା ବା ମିଲକ ୱେକୁ ନିର୍ମାଣ କରିଥିବା ଦୁଇ ପ୍ରାଚୀନ ପାର୍ଟିକିଲ ବା କଣ ସନ୍ଧାନ କରିଛନ୍ତି ଜର୍ମାନୀ ବୈଜ୍ଞାନିକ । ଏହି ଦୁଇ କଣ ମିଶି ଆମର ଆକାଶଗଙ୍ଗାକୁ ତିଆରି କରିଥିବା କୁହାଯାଉଛି ।…