IPL ୨୦୨୫ କ୍ୱାଲିଫାୟର-୨ ମ୍ୟାଚରେ ବାଧକ ସାଜିଛି ବର୍ଷା, ମ୍ୟାଚ୍ ରଦ୍ଦ ହେଲେ ଏହି ଦଳ ପହଞ୍ଚିବ ଫାଇନାଲରେ
ଗୁଜୁରାଟ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା IPL ୨୦୨୫ କ୍ୱାଲିଫାୟର-୨ ମ୍ୟାଚ୍ ବର୍ଷା ଯୋଗୁଁ ଆରମ୍ଭ ହେବାରେ ବିଳମ୍ବ ହୋଇଛି। ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇନାହିଁ।…