ଅସୁସ୍ଥ ହୋଇପଡିଲେ ପଞ୍ଜାବ କିଙ୍ଗସର ମାଲିକାଣୀ ପ୍ରୀତି ଜିଣ୍ଟା, ଟ୍ରାଭେଲିଙ୍ଗକୁ ଦେଲେ ଦୋଷ
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଆଜି ଡବଲ ହେଡରର ପ୍ରଥମ ମ୍ୟାଚ ମୂଲ୍ଲମ୍ପୁର କ୍ରିକେଟ ଷ୍ଟାଡିୟମରେ ପଞ୍ଜାବା କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଖେଳାଯିବ।
ଏହାପରେ ପଞ୍ଜାବ ନିଜ ଘରୋଇ ମ୍ୟାଚ…