ରାମ ନବମୀ ଅବସରରେ ‘AAP କା ରାମରାଜ୍ୟ’ ୱେବସାଇଟ୍ ଲଞ୍ଚ୍ କଲା AAP, ଜାଣନ୍ତୁ କେଜରିୱାଲଙ୍କ ରାମରାଜ୍ୟକୁ ନେଇ କ’ଣ କହିଲେ ଦଳର ବରିଷ୍ଠ ନେତା…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଆପ୍ ପକ୍ଷରୁ ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଲଞ୍ଚ୍ କରାଯାଇଛି । ଏହି ଅବସରରେ ଆପ୍ ସାଂସଦ ସଞ୍ଜୟ ସିଂହ, ଅତିଶୀ, ସୌରଭ ଭରଦ୍ୱାଜ୍ ଏବଂ ଜାସମିନ୍ ଶାହଙ୍କ…