ଷ୍ଟେଟ ବ୍ୟାଙ୍କ ଆଣିଲା ଦମଦାର Scheme… ମିଳିବ ଡବଲ ଫାଇଦା: ପିଲାଠୁ ବୁଢା ହେବେ ଲାଭବାନ୍
ନୂଆଦିଲ୍ଲୀ: ଭାରତରେ ସବୁଠାରୁ ବିଶ୍ୱସ୍ତ ବ୍ୟାଙ୍କ ତାଲିକାରେ ଖୁବ ଉପରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା ସୁଯୋଗ ଯୋଗାଇ ଦେଉଛି ଷ୍ଟେଟ ବ୍ୟାଙ୍କ । ବର୍ତ୍ତମାନ ବ୍ୟାଙ୍କ ତରଫରୁ…