Browsing Tag

Scientist

Brain Eating Amoeba ଗାଧୋଇବା ବେଳେ ନାକରେ ପଶୁଛି, ବ୍ରେନର ସେଲସକୁ ଖାଉଛି: ୧୦ ଦିନ ମଧ୍ୟରେ ମଣିଷ ମରୁଛି, ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ପ୍ରକୃତିର ଏହି ସୃଷ୍ଟିରେ ଅନେକ ପ୍ରକାରର ଜୀବ ବସବାସ କରୁଛନ୍ତି । କିଛି ଜୀବଙ୍କ ବିଷୟରେ ମଣିଷ ପାଖରେ ସୂଚନା ମଧ୍ୟ ନାହିଁ । ଏପରି କିଛି ଜୀବ ଆମର ସାଧାରଣ ଆଖିକୁ ଦେଖାଯାଆନ୍ତି ନାହିଁ, ଯେଉଁମାନେ କି…

IIT Roorkee ବୈଜ୍ଞାନିକଙ୍କ କମାଲ: ଏଣିକି ଶ୍ୱାସ ପରୀକ୍ଷଣ ଦ୍ୱାରା ବ୍ରେଷ୍ଟ, ଫୁସଫୁସ ଓ ମୁହଁ କ୍ୟାନସରକୁ ସହଜରେ କରିହେବ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କ୍ୟାନସରର ମାମଲା ବଢ଼ିବାରେ ଲାଗିଛି । ଏହି ବିମାରୀର ଲକ୍ଷଣ ଲୋକଙ୍କ ମଧ୍ୟରେ ଜଣାପଡ଼ୁ ନଥିବାରୁ ଏହା ରୋଗୀ ସଂଖ୍ୟା ବଢ଼ାଇବାରେ ମୁଖ୍ୟ କାରଣ ସାଜିଥାଏ । ତେବେ ଏହି ସମସ୍ୟା ଉପରୁ ଏବେ…

ବୈଜ୍ଞାନିକଙ୍କ ବଡ଼ ସଫଳତା: ଏଣିକି ଚନ୍ଦ୍ର ପୃଷ୍ଠରେ ମଧ୍ୟ ହୋଇପାରିବ ଚାଷ କାର୍ଯ୍ୟ, ବଢ଼ିପାରିବ ବୃକ୍ଷଲତା

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗକୁ ଯାଇ ସାରିଲାଣି । ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ମଣିଷର ଜୀବନ ଧାରଣ ନେଇ ବିଶ୍ୱର ବୈଜ୍ଞାନିକମାନେ ସର୍ବଦା…

Brain Tumorର ଆକାରକୁ ଛୋଟ କରିବା ସମ୍ଭବ: ବୈଜ୍ଞାନିକମାନେ ବିକଶିତ କଲେ ଏକ ନୂଆ ଡିଭାଇସ୍

ନୂଆଦିଲ୍ଲୀ: ବ୍ରେନ ଟ୍ୟୁମର ମଣିଷ ପାଇଁ ଏକ ଭୟଙ୍କର ସମସ୍ୟା ଡାକି ଆଣିଥାଏ । ଏହା ବ୍ରେନ ସେଲରେ ସୃଷ୍ଟି ହୋଇ ବ୍ରେନ ଟିସୁ ଉପରେ ଚାପ ପକାଇବା ସହିତ ଅନେକ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥାଏ । ଯାହାର ପରିଣାମ…

Maia, the Greek goddess of motherhood: ଏହି ପ୍ରୋଟିନ କରିବ Infertility ଉପଚାର, ବୈଜ୍ଞାନିକଙ୍କୁ ମିଳିଲା ଏକ ନୂଆ ସଫଳତା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏକ ବିରଳ ପ୍ରୋଟିନର ସନ୍ଧାନ ପାଇଛନ୍ତି । ଏହା ଶୁକ୍ରାଣୁ-ଅଣ୍ଡାରେ ସଂଘଟିତ ହେଉଥିବା ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇନଫର୍ଟିଲିଟି…