ବଢ଼ୁଛି ସାଇଲେଣ୍ଟ ହାର୍ଟ ଆଟାକ୍ର ବିପଦ, ଅଧିକ ସମୟ ବସି କାମ କରୁଥିଲେ ହୁଅନ୍ତୁ ସାବଧାନ
ଓଡ଼ିଶାଭାସ୍କର: ଆଜିର ସମୟର କାମ ପ୍ରଣାଳୀ ବହୁତ ବଦଳି ଯାଇଛି। ଘରୁ କାମ କରିବା ଯୋଗୁଁ ଲୋକମାନେ ଘଣ୍ଟା ଘଣ୍ଟା ଶୋଇ କିମ୍ବା ବସି କାମ କରିବା ଆରମ୍ଭ କରିଛନ୍ତି।
ଘଣ୍ଟା ଘଣ୍ଟା ଲାପଟପ୍ ସାମ୍ନାରେ ବସି ରହିବା ଏକ…