ଏକ୍ସପ୍ରେସ ଟ୍ରେନ-କାର୍ ଭିତରେ ଧକ୍କା: ହାଇ ସ୍ପିଡରେ ଆସି ଟ୍ରେନକୁ ପିଟିଲା କାର୍
ଭୋପାଳ: ସକାଳୁ ସକାଳୁ ଟ୍ରେନ ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ଆସି ଏକ କାର୍ ଟ୍ରେନ ସହ ଧକ୍କା ହୋଇଛି ବିଶାଖାପାଟନମ୍-ଅମୃସର ହୀରାକୁଦ ଏକ୍ସପ୍ରେସକୁ ପିଟିଛି ହାଇସ୍ପିଡ କାର୍ ।…