CHARIDHAM
Browsing Tag

wife

ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ

ଭୁବନେଶ୍ୱର: ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ। ଲବଙ୍କ ପତ୍ନୀ ଆସିଲେ ସାମ୍ନାକୁ। ଆଉ ଆଣିଲେ ସାଂଘାତିକ ଅଭିଯୋଗ। ଲବଙ୍କର ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କର ଗୋଟେ ପରେ ଗୋଟେ ଗୁମର ଖୋଲିବାରେ…

ଚନ୍ଦା ମୁଣ୍ଡରେ ଉଠିଲାନି ଚୁଟି, କେଶ ପ୍ରତିରୋପଣ ପାଇଁ ଚାଲିଗଲା ଜୀବନ

ଉତ୍ତରପ୍ରଦେଶ:  ଚନ୍ଦା ହେବା ଆଜି କାଲିର ଦିନର ଏକ କମନ୍ ସମସ୍ୟା। ପ୍ରାୟ ଲୋକଙ୍କ କ୍ଷେତ୍ରରେ ଚନ୍ଦାପଣ ବା ଚୁଟି ଉପୁଡିବା ଭଳି ସମସ୍ୟା ଦେଖା ଦେଉଛି। ଏହି ସମସ୍ୟାକୁ କେହି କେହି ନଜର ଅନ୍ଦାଜ କରିଦେଉଥିବାବେଳେ, ଆଉ…

୪ ମାସର ଗର୍ଭବତୀ ସଉତୁଣୀକୁ ଟାଙ୍ଗିଆରେ ହାଣି ହତ୍ୟା

କୋରାପୁଟ:  କଥାରେ ଅଛି ପରା ସଉତୁଣୀ କେବେ ସଉତୁଣୀର ସୁଖ ସହିପାରେନା। ଗୋଟେ ଘରେ କେବେ ହେଲେ ୨ ଜଣ ସଉତୁଣୀ ଏକାଠି ବେଶୀ ଦିନ ରହିପାରନ୍ତି ନାହିଁ। ଆଉ ଯଦି ରୁହନ୍ତି ତାହାଲେ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଡଲାଗି…

ଶାଳୀକୁ ବାହା ହେବାରେ କଣ୍ଟା ସାଜିଲା ସାନଭାଇ, ସୁପାରୀ ଦେଇ ମାରିଦେଲା ବଡ଼ଭାଇ

ଝାଡ଼ଖଣ୍ଡ: ଘରେ ସ୍ତ୍ରୀ ଥିଲା, ହେଲେ ସ୍ତ୍ରୀର ସାନ ଭଉଣୀ ଅର୍ଥାତ୍ ଶାଳୀକୁ ଏକ ତରଫା ପ୍ରେମ କରୁଥିଲା ଭିଣୋଇ। ଆଉ ବାହା ହେବାକୁ ବି ଚାହୁଁଥିଲା। ହେଲେ ଭିଣୋଇ ବାଟରେ କଣ୍ଟା ସାଜିଥିଲା ତା ନିଜ ସାନ ଭାଇ। କାରଣ…

ରାତିରେ ପ୍ରେମିକା ମଥାରେ ସିନ୍ଦୂର ପିନ୍ଧାଇଲେ, ସକାଳେ ଦେଶ ସୁରକ୍ଷା ପାଇଁ ବର୍ଡରରେ ପହଞ୍ଚିଲେ ଯବାନ

ମଧ୍ୟପ୍ରଦେଶ: ଯେତେବେଳେ ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଜଣେ ସୈନିକ ପ୍ରଥମେ ଦେଶ କଥା ଭାବେ। ପଛରେ ପରିବାର ସ୍ତ୍ରୀ ପିଲା ଛୁଆ କଥା। ଆଉ ଏବେ ଯେତେବେଳେ 'ଅପରେସନ ସିନ୍ଦୂର' ଚାଲିଛି। ସେତେବେଳେ ଜଣେ ସୈନିକ ବାହା…

ପ୍ରଥମେ ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ୱାମୀ, ପରେ ସ୍ତ୍ରୀ ଶାଢୀରେ ଫାଶୀ ଦେଇ ଆତ୍ମହତ୍ୟା କଲା

ଉତ୍ତରପ୍ରଦେଶ: ଲୋମହର୍ଷଣକାରୀ ହତ୍ୟା ଘଟଣା। ସ୍ୱାମୀ ସାଜିଲା ପିଶାଚ। ପ୍ରଥମେ ସ୍ତ୍ରୀକୁ କୁରାଢ଼ୀରେ ଅତି ନିର୍ମମ ଭାବେ ହତ୍ୟା କଲା। ତାହା ପୁଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା। ଯେପରି ସ୍ତ୍ରୀକୁ ମାରି ତା ରାଗ…

ସ୍ତ୍ରୀଙ୍କୁ କାବୁ କରିବାକୁ ତାନ୍ତ୍ରିକ ବତାଇଲା ଏମିତି ମନ୍ତ୍ର, ସ୍ୱାମୀ ପହଞ୍ଚି ଗଲେ ଜେଲ୍

ମଧ୍ୟପ୍ରଦେଶ:  ସ୍ୱାମୀର କଥା ମାନୁ ନ ଥିଲେ ସ୍ତ୍ରୀ। ତେଣୁ ୨ ଜଣ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ କିପରି ନିଜ ଆୟତ୍ତକୁ ଆଣିପାରିବେ ସେନେଇ ଦିନ ରାତି ଭାବୁଥିଲେ। ଶେଷରେ ସେମାନେ ନିଜ ସ୍ତ୍ରୀ ମାନଙ୍କୁ କାବୁ କରିବା ପାଇଁ…

ଦାଢ଼ୀ ସାଜିଲା ବାଧକ, ଦାଢ଼ୀ ପାଇଁ ସ୍ତ୍ରୀକୁ ତଲାଖ ଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ଏହି ଦାଢ଼ୀ ଘଟଣାଟି ଏବେ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ଦାଢ଼ୀ ପାଇଁ ସ୍ୱାମୀକୁ ଛାଡ଼ି ଦିଅର ସାଙ୍ଗରେ ଫେରାର ହୋଇଯାଇଥିଲା ସ୍ତ୍ରୀ। ଆଉ ଏବେ ସେହି ଦାଢ଼ୀ ସ୍ୱାମୀ ପାଇଁ ଏତେ ଜରୁରୀ ହୋଇଗଲା ଯେ,…

୯ ବର୍ଷର କୁନି ପୁଅ, ଖଇ-କୋଉଡ଼ି ବିଞ୍ଚି, ବାପା ପ୍ରଶାନ୍ତଙ୍କୁ ଦେଲେ ଅନ୍ତିମ ବିଦାୟ

ବାଲେଶ୍ୱର: କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି। ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ'ଣ କହୁଛି କ'ଣ କରୁଛି କିଛି ଜାଣିପାରୁନି। ଖାଲି…

କୋଳେଇ ଧରିଲେ ସ୍ୱାମୀଙ୍କ କଫିନ୍‌; କହିଲେ “ଆଇ ଆମ୍ ପ୍ରାଉଡ୍ ଅଫ ୟୁ… ଜୟ ହିନ୍ଦ୍‌”

ନୂଆଦିଲ୍ଲୀ: ହନିମୁନିରୁ ଶେଷ ଯାତ୍ରା। ବାହାଘରକୁ ମାତ୍ର ୭ଟା ଦିନ ହୋଇଛି। ଆଉ ୭ଟା ଦିନରେ ପତ୍ନୀ ଆଖି ଆଗରେ ସ୍ୱାମୀକୁ ଗୁଳି। ଏହି ଘଟଣା ସମସ୍ତଙ୍କ ନିସ୍ତବ୍ଧ କରି ଦେଇଛି। ମୃତ ଶରୀର ପାଖରେ ବସି ରହିଥିବା ଫଟୋ…