fbpx
BSKY SKY
BSKY SKY

କିଏ ଏହି Bigg Boss15ର ବିଜେତା ତେଜୱୀ ପ୍ରକାଶ? ଟ୍ରଫି ସହିତ ଜିତିଲେ ୪୦ ଲକ୍ଷ ଟଙ୍କା

BSKY

ମୁମ୍ବାଇ: ଗତକାଲି ବିଗ୍ ବସ୍ ୧୫ର ବିଜେତାର ନାମ ଘୋଷଣା ହୋଇଛି । ଶେଷରେ ତେଜସ୍ୱୀ ପ୍ରକାଶ ବାକି ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଟ୍ରପି ହାସଲ କରିନେଇଛନ୍ତି । ଟପ୍ ୩ ରେ ପହଞ୍ଚିବା ପରେ ତେଜସ୍ୱୀ, କରନ୍ କୁନ୍ଦ୍ରା ଓ ପ୍ରତୀକ୍ ସହଜପାଲଙ୍କୁ ହରାଇ ବିଗ୍ ବସ୍ ୧୫ର ଟ୍ରଫି ନିଜ ନାମରେ କରିନେଇଛନ୍ତି । ଟ୍ରଫି ବ୍ୟତୀତ ତେଜସ୍ୱୀ ୪୦ ଲକ୍ଷ ଟଙ୍କା ପ୍ରାଇସ୍ ମନି ଜିତିଛନ୍ତି । ଖାଲି ସେତିକି ନୁହେଁ ତାଙ୍କୁ ନାଗିନ୍୬ରେ କାମ କରିବାକୁ ଅଫର୍ ମଧ୍ୟ ଦିଆଯାଇଛି ।

 

View this post on Instagram

 

A post shared by Tejasswi Prakash (@tejasswiprakash)

ବିଗ୍ ବସ୍ ୧୫ ଶୋ ଜିତିବା ପରେ ତେଜସ୍ୱୀ ପ୍ରକାଶ ନିଜ ବାପାମାଆଙ୍କ ସହିତ ଫଟୋ ସେୟାର୍ କରିଛନ୍ତି । ବ୍ଲାକ୍ ଡ୍ରେସ୍ ରେ ବିଗ୍ ବସ୍ ୧୫ର ଟ୍ରଫି ଧରିଥିବା ଦେଖିବାକୁ ମିଳିଛି ଓ ଖଉବ୍ ଖୁସିଥିବା ନଜର ଆସିଛନ୍ତି । ତେବେ କ୍ୟାରିୟର୍ କଥା ଯଦି କହିବା ତେବେ ତେଜସ୍ୱୀ ବିଗ୍ ବସ୍ ପୁର୍ବରୁ କଲର୍ସ ପ୍ରସାରିତ ହେଉଥିବା ସ୍ୱରାଗିଣି ସିରିଏଲ୍ ରେ ଲିଡ୍ ରୋଲ୍ ପ୍ଲେ କରିଥିଲେ । ଏହି ଧାରାବାହିକ ଜରିଆରେ ସେ ନିଜର ପରିଚୟ ଆରମ୍ଭ କରିଥିଲେ । ଏହାପରେ ସେ ରୋହିତ୍ ସେଟ୍ଟୀଙ୍କ ଶୋ ଖତରୋଁ କେ ଖିଲାଡି ସିଜନ୍ ୧୦ରେ ନଜର ଆସିଥିଲେ । ହେଲେ ଜିତିପାରିନଥିଲେ ।

Get real time updates directly on you device, subscribe now.