fbpx

ରାଜ୍ୟରେ ଆହୁରି ୫ ଦିନ ବଢିବ ତାତି, ୪ରୁ ୬ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଢିବ ଗ୍ରୀଷ୍ମର ଲହର । ଆଗମୀ ୫ ଦିନ ଭିତରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ଅଧିକ ବଢିବାର ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେବ ଆଶ୍ୱସ୍ତୀ ମିଳିଥିବା ବେଳେ ଆଗକୁ ଆହୁରି ଗରମର ପ୍ରଭାବ ରହିବ ।

ଆଗାମୀ ୨୬ ତାରିଖ ପରଠାରୁ ଫେରିବ ଗ୍ରୀଷ୍ମର ଲହରୀ । ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ୨ ରୁ ୪ ଡିଗ୍ରୀ ସେଲସିୟସ୍ ପାରଦ ବଢିବାର ସମ୍ଭାବନା ରହିଛି । ୨୭ ତାରିଖ ପର ଠାରୁ ଅଧା ଜିଲ୍ଲାକୁ ଅରେଞ୍ଜ ଆଲାର୍ଟ ଜାରି କରାଯାଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.