fbpx

ଲୁଚି ଲୁଚି ଗୁଳି ମାରୁଛନ୍ତି ଆତଙ୍କବାଦୀ : ସୁରକ୍ଷାକର୍ମୀ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ

ଜମ୍ମୁକାଶ୍ମୀର : ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳି ବିନିମୟ । ରଜୌରୀରେ ୩ ଆତଙ୍କବାଦୀ ଲୁଚିି ରହିଥିବାର ସନ୍ଦେହ କରାଯାଉଛି । ଏନେଇ ସେହି ଅଞ୍ଚଳକୁ ଘେରିଛନ୍ତି ସୁରକ୍ଷାକର୍ମୀ । ଏହା ସହିତ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।

Get real time updates directly on you device, subscribe now.