fbpx

ଭୁଷୂଡ଼ି ପଡ଼ିଲା ବ୍ରିଜ୍‌: ଚାପି ହୋଇଗଲା ଦୁଇଟି କାର୍‌, ୭ ଉଦ୍ଧାର

ଭବାନିପାଟଣା: ବ୍ରିଜ୍ ଭୁଷୁଡ଼ି ଚାପି ହୋଇଗଲେ ଦୁଇଟି କାର୍ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଥୁଆମୁଳ ରାମପୁରରେ । ରାସ୍ତାରେ ହଟାତ କିଣା ବ୍ରିଜ୍ ଭୁଷୁଡ଼ି ପଡ଼ିବାରୁ ଏତେବଡ଼ ଦୁର୍ଘଟଣା ଘଟିଛି । ଏଥିରେ ଦୁଇଟି କାର୍ ଫସିଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ତେବେ ବର୍ତ୍ତମାନ ମଧ୍ୟ ବ୍ରିଜ୍ ଉପରେ ଯାଉଥିବା। ଦୁଇଟି କାର୍ ଚାପି ହୋଇ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.