fbpx

ବଦଳିଲା ସ୍କୁଲ ଛୁଟି ନିଷ୍ପତ୍ତି: ପାଗକୁ ଦେଖି ଛୁଟି କରିବେ କିମ୍ବା ମସୟ ବଦଳାଇବେ ଜିଲ୍ଲାପାଳ

Advertisement

ଭୁବନେଶ୍ୱର: ଗ୍ରୀଷ୍ମ ଛୁଟିପରେ ବଦଳିଲା ସ୍କୁଲ ଛୁଟି ନିଷ୍ପତ୍ତି । ଏଥିପାଇଁ ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି କୁହାଯାଇଛି । ପାଗକୁ ଦେଖି ଛୁଟି କରିବେ କିମ୍ବା ସମୟ ବଦଳାଯିବ । ଯେଉଁଠି ପାଗ ଅନୁକୂଳ ରହିବ ସେଠାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ । ତେବେ ଆସନ୍ତା ୨୦ ତାରିଖ ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ସ୍କୁଲ ଓ ଗଣସିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ନିଷ୍ପତ୍ତି ପରିବର୍ତ୍ତନ ହୋଇଛି ।

Get real time updates directly on you device, subscribe now.