fbpx

Breaking News: ୨ ଜିଲ୍ଲାର ଏସ୍‌ପିଙ୍କୁ ପରିବର୍ତ୍ତନ କଲେ ନିର୍ବାଚନ କମିଶନର

ଭୁବନେଶ୍ୱର:ନିର୍ବାଚନ କମିଶନ ରାଜ୍ୟର ଦୁଇ ଜିଲ୍ଲାର ଏ୍‌ପିଙ୍କୁ ପରିବର୍ତ୍ତନ କରିଛନ୍ତି । ବ୍ରହ୍ମପୁର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଏସପି ଭାବରେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଥିଲେ ।

Get real time updates directly on you device, subscribe now.