fbpx

BIG BREAKING: ବଢିଲା ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ଓ ବୈଠକ ଭତ୍ତା, ସରପଞ୍ଚ ପାଇବେ ୧୦ ହଜାର

ଭୁବନେଶ୍ୱର: ପଞ୍ଚାୟତି ରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଭତ୍ତା ବଢିଲା । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି ପାଇଛି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା ।

ସୂଚନାନୁଯାୟୀ, ଜିଲ୍ଲା ପରିଷଦ ଉପ-ସଭାପତି ପାଇବେ ୨୦ ହଜାର ଟଙ୍କା । ଦୈନିକ ଭତ୍ତା ୩୦୦ ରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି । ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚ ଏବେ ୧୦ ହଜାର ଟଙ୍କା ପାଇବେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ୧୫ ହଜାର ଟଙ୍କା ପାଇବେ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସଦସ୍ୟଙ୍କୁ ୭,୫୦୦ ଟଙ୍କା ମିଳିବ ।

Get real time updates directly on you device, subscribe now.