fbpx

କାଲି ସକାଳେ ପହଞ୍ଚିବ ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ, ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା

Advertisement

ଓଡିଶା ଭାସ୍କର: ବାରବାଡୋସରେ ବାତ୍ୟା ଯୋଗୁଁ ଫସି ରହିଛି ଭାରତୀୟ ଦଳ । ବିଶ୍ୱ ବିଜେତା ଟିମ୍ ଇଣ୍ଡିଆ ଟ୍ରଫି ଧରି ଏ ଯାଏଁ ଭାରତ ପ୍ରତ୍ୟାବର୍ତ୍ତନ କରି ପାରି ନାହିଁ । ସେଠାରେ ବାତ୍ୟା ସ୍ଥିତି ଭୀଷଣ ହେବା ଯୋଗୁଁ ଫସିରହିଛି ରୋହିତ ସେନା । ଆସନ୍ତାକାଲି ସମସ୍ତ ଖେଳାଳିଙ୍କୁ ଭାରତ ଅଣାଯିବ ବୋଲି ଜଣାପଡିଛି । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ । ବିସିସିଆଇ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.