fbpx

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୬ ।୧୦: ପଦାର୍ଥ ବିଜ୍ଞାନ ପାଇଁ ଆଜି ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୨୦ ପାଇଁ ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ରୋଜର ପେନରୋଜ୍, ରେନହାର୍ଡ ଗେଞ୍ଜେଲଙ୍କ ସମେତ ଆଣ୍ଡ୍ରିଆ ଘେଜଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ପୁରସ୍କାର ମିଳିବ । ରୋଜର ପେନରୋଜ ପୁରସ୍କାର ରାଶିର ଅଧା ପାଇବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.