fbpx

ନଦୀରେ ବୁଡି ୩ ଯୁବକ ନିଖୋଜ

Advertisement

ବାଲେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ତ୍ରିବେଣୀ ଘାଟରେ ବୁଡି ୩ ଯୁବକ ନିଖୋଜ । ବାଲେଶ୍ୱର ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡା ଗାଁ ନିକଟ ତ୍ରିବେଣୀ ଘାଟରେ ବୁଡି ୩ ଯୁବକଙ୍କ କିଛି ପତ୍ତା ମିଳୁନଥିବା ସୂଚନା ମିଳିଛି । ନୀଳଗିରିର ୫ ଯୁବକ ବୁଲିବାକୁ ଆସି ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା । ୨ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବା ସୂଚନା ମିଳିଛି । ନିଖୋଜ ଯୁବକଙ୍କୁ ଡଙ୍ଗା ସାହାର୍ଯ୍ୟରେ ସ୍ଥାନୀୟ ଲୋକେ ଖୋଜିବାରେ ଲାଗିଛନ୍ତି ।

Get real time updates directly on you device, subscribe now.