ରାଜଧାନୀରେ ଘୂର୍ଣ୍ଣିଝଡ଼ ସହ ବର୍ଷା, ବୁଡ଼ିଲା ଗାଡ଼ି

ରାଜଧାନୀରେ ଘୂର୍ଣ୍ଣିଝଡ଼ ସହ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି ।

ଭୁବନେଶ୍ବର: ରାଜଧାନୀରେ ହଠାତ ବଦଳିଲା ପାଣିପାଗ ।  ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି । ଏପଟେ ବର୍ଷା ପାଣିରେ ଗାଡ଼ି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଜନପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।