fbpx

ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରୁ ୩ଟି ଟିଫିନ୍ ବୋମା ଏବଂ ବିସ୍ଫୋରକ ଜବତ

ମାଲକାନଗିରି (ଓଡ଼ିଶା ଭାସ୍କର): ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଉଦ୍ୟମରେ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରେ ଥିବା ମାଣ୍ଡାପାଲ୍ଲିର  ଅଞ୍ଚଳରେ ୩ଟି ଟିଫିନ୍ ଆଇଏଡି ଏବଂ ବିସ୍ଫୋରକ ଜବତ କରାଯାଇଛି । ଏନେଇ ବିଏସଏଫ ପକ୍ଷରୁ ଟ୍ବିଟରେ ସୂଚନା ଦିଆଯାଇଛି।

 

Get real time updates directly on you device, subscribe now.