ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ।
ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳରେ ଅଛନ୍ତି ୪୦ ମହାବଳ ବାଘ । ୪୦ ମହାବଳ ଭିତରୁ ୬ଟି ଶାବକ, ୧୭ଟି ବାଘୁଣି ରହିଛନ୍ତି ।
ଶିମିଳିପାଳରେ ଥିବା ମହାବଳଙ୍କ ଭିତରୁ ୧୮ଟି କଳାମହାବଳ ରହିଛନ୍ତି । ଆଗାମୀ ବର୍ଷ ବହାବଳଙ୍କ ସଂଖ୍ୟା ୧୦୦ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଗତବର୍ଷ ଶିମିଳିପାଳରେ ଥିଳେ ୨୭ ମହାବଳ ସମେତ ୮ ସାବକ ।